Browsing Tag

India-Pakistan joint winner in Asian Champions Trophy hockey

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା

ମସ୍କାଟ : ଭାରତ-ପାକିସ୍ତାନ ଲଢ଼େଇ ଦେଖିବାରୁ ବଞ୍ଚିତ ହେଲେ ହକି ପ୍ରେମୀ । ବର୍ଷା ଯୋଗୁଁ ଫାଇନାଲ୍ ମ୍ୟାଚ୍ ଖେଳା ଯାଇ ପାରିଲା ନାହିଁ । ତେଣୁ ଉଭୟ ଭାରତ ଓ ପାକିସ୍ତାନ ହେଲେ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିର ଯୁଗ୍ମ ବିଜେତା । ଗତକାଲି ଭାରତୀୟ ସମୟ ରାତି ୧୦ଟା ୪୦ରେ ଖେଳ ଆରମ୍ଭ ହେବାର ଥିଲା…