ସେନ୍ ୱାର୍ଣ୍ଣ ଓ ରଡ ମାର୍ଶଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟିମ୍ ଇଣ୍ଡିଆ
ଗତ ଶୁକ୍ରବାର କ୍ରିକେଟ ପ୍ରେମୀ ଓ କ୍ରୀଡ଼ା ଜଗତ ପାଇଁ ଦୁଃଖର ଦିନ ଥିଲା। ଦୁଇଜଣ ମହାନ୍ ଖେଳାଳୀଙ୍କୁ ହରାଇଛି ଜଗତ। ଗତ କାଲି ଅଷ୍ଟ୍ରେଲୀୟ ଖେଳାଳୀ ସେନ୍ ୱାର୍ନ ଏବଂ ରଡ ମାର୍ଶଙ୍କ ଦେହାନ୍ତ ହୋଇଥିଲା। ଯାହା ପାଇଁ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳଯାଇଛି। ତେଣୁ ଆଜି ଏହି ଦୁଇ ମହାନ…