Browsing Tag

india population

ଭଲ ଖବର! ଦେଶରେ ପ୍ରଥମ ଥର ପୁରୁଷଙ୍କଠାରୁ ମହିଳା ଅଧିକ, ଆଗରେ ରହିଛି ଗ୍ରାମାଞ୍ଚଳ; ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ…

ଦେଶରେ ମହିଳାମାନଙ୍କୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି। ଭାରତରେ ପ୍ରଥମ ଥର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏବେ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା ଅଛନ୍ତି। ସ୍ୱାଧୀନତା ପରେ ପ୍ରଥମ ଥର ଏମିତି ରେକର୍ଡ ହୋଇଛି କି, ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୦୦୦ରୁ…