ବିନା ପରୀକ୍ଷାରେ ମିଳିବ ଡାକ ବିଭାଗରେ ଚାକିରି, ୧୦ମ୍ ପାସ୍ କରିଥିଲେ କରନ୍ତୁ ଆବେଦନ
ଡାକ ବିଭାଗରେ ଚାକିରି କରିବା ପାଇଁ ଚାହୁଁଛନ୍ତି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆନ୍ଧ୍ରପ୍ରଦେଶ ପୋଷ୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନୋଟିଫିକେସନ ଜାରି କରିଛି। ଯୋଗ୍ୟ ପ୍ରାର୍ଥୀ ଜୁନ ୫ ପୂର୍ବରୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ପ୍ରାର୍ଥୀ…