ଡାକ ବିଭାଗରେ ପୋଷ୍ଟାଲ ଆସିଷ୍ଟାଣ୍ଟ, MTS ସହିତ ଏହିସବୁ ପଦବୀରେ ବମ୍ପର ନିଯୁକ୍ତି, ଜଲଦି କରନ୍ତୁ ଆବେଦନ
ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର। ଦିଲ୍ଲୀ ପୋଷ୍ଟାଲ ସର୍କଲରେ ପୋଷ୍ଟଲ ଆସିଷ୍ଟାଣ୍ଟ, ସେଟିଂ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ ଏବଂ ପୋଷ୍ଟମ୍ଯାନ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି। ଏଥିପାଇଁ କେବଳ ସ୍ପୋଟର୍ସମ୍ଯାନ ହିଁ ଆବେଦନ କରିପାରିବେ।…