ଚୀନ୍ ସହ ମୁକାବିଲା ପାଇଁ ପ୍ରସ୍ତୁତି : ଯୁଦ୍ଧ ବିମାନର ଜରୁରୀ ଅବତରଣ ପାଇଁ କଶ୍ମୀର ଜାତୀୟ ରାଜପଥକୁ ରନେଓ୍ଵ ଭାବେ…
ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେର ତିକ୍ତତା ବଢ଼ିବାରେ ଲାଗିଛି । କୈାଣସି ବି ସମୟରେ ଯୁଦ୍ଧ ଲାଗିଯାଇ ପାରେ । ଏହି ବଗୁଡ଼ୁଥିବା ସ୍ଥିତିକୁ ଲକ୍ଷ୍ୟ କରି ଦକ୍ଷୀଣ କାଶ୍ମୀର ଜାତୀୟ ରାଜପଥକୁ ଭାରତ ରନ୍େଓ୍ଵ ପାଇଁ ପ୍ରସ୍ତୁତ କରୁଛି ।
ଯଦି ଯୁଦ୍ଧ ଲାଗେ ତେବେ ଏଠାରେ ବିମାନର ଜରୁରୀକାଳୀନ…