ଆଜି ସାରା ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ, କୋଭିଡ୍ କଟକଣା ଭିତରେ ପାଳନ ହେବ ଉତ୍ସବ
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଏଥର କିନ୍ତୁ କୋଭିଡ୍ କଟକଣା ଭିତରେ ପାଳନ ହେବ ଉତ୍ସବ । ରାଷ୍ଟ୍ରପତି ଭବନରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯିବ ପରେଡ୍ । ସକାଳ ୮ଟାରେ ପତାକା ଉତ୍ତୋଳନ କରାଯିବ । ସକାଳ ୯ଟାରୁ ପରେଡ୍ ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ…