Browsing Tag

India sent Ships to UAE and Maldives get back its citizens

କରୋନା : ମାଲ୍‌ଡିଭ୍‌ସ ଓ ୟୁଏଇରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପଠାଗଲା ତିନୋଟି ଜାହାଜ

କୋଚି : କରୋନା ପାଇଁ ମାଲ୍‌ଡିଭ୍‌ସ୍‌ ଓ ୟୁଏଇରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ୩ଟି ଜାହାଜ ପଠାଇଥିବା ଆଜି ରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ପ୍ରକାଶ କରିଛନ୍ତି । ଏଥିପାଇଁ ଆଇଏନ୍‌ଏସ୍‌ ଜଲସା ଓ ଆଇଏନ୍‌ଏସ୍‌ ମଗର ସୋମବାର ରାତିରେ…