Browsing Tag

india skill

ଇଣ୍ଡିଆ ସ୍କିଲ୍‌ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା , ୪ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ଜିତିଛି…

ଭୁବନେଶ୍ବର(କେନ୍ୟୁଜ୍) : ରାଷ୍ଟ୍ରୀୟସ୍ତରର ଦକ୍ଷତା ପ୍ରତିଯୋଗିତା ବା ଇଣ୍ଡିଆ ସ୍କିଲ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଅକ୍ଟୋବର ୩ରୁ ୫ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ସ୍କିଲ ୨୦୧୮ରେ ଓଡିଶା ୪ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି…