Browsing Tag

india space station

ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ, ୨୦୩୦ ସୁଦ୍ଧା ନିଜସ୍ୱ ସ୍ପେସ୍‌ ଷ୍ଟେସନ୍‌ କରିବ ଇସ୍ରୋ

ନୂଆଦିଲ୍ଲୀ : ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ପଦକ୍ଷେପ। ନିଜସ୍ୱ ସ୍ପେସ ଷ୍ଟେସନ ନିର୍ମାଣ କରିବ ଭାରତ। ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ମହାକାଶରେ ସ୍ପେସ ଷ୍ଟେସନ ସ୍ଥାପନ କରିବ । ଏହି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌। ୨୦୩୦ ସୁଦ୍ଧା ଏହି ମିଶନ ସମ୍ପର୍ଣ୍ଣ ହେବ ଓ ୨୦…