Browsing Tag

india star turtle

ମାଛ ଧରିବା ବେଳେ ଜାଲରେ ପଡ଼ିଲା ଜହ୍ନ-ତାରା ଚିତ୍ରିତ କଇଁଛ, ଜାଣନ୍ତୁ ଏହାର ଖାସିୟତ

ପୃଥିବୀପୃଷ୍ଠରେ ଏମିତି ଅନେକ ଅଦ୍ଭୁତ ଜୀବଜନ୍ତୁ ଅଛନ୍ତି, ଯାହାଙ୍କ ଉପସ୍ଥିତି ଆମକୁ ଆଶ୍ଚର୍ଯ୍ୟ କରିଦିଏ। ନିକଟରେ ସେହିଭଳି ଏକ କଇଁଛ ଉଦ୍ଧାର ହୋଇଛି ମହାରାଷ୍ଟ୍ରରେ। ଏହି କଇଁଛ ଏତେ ସୁନ୍ଦର ଯେ ଯିଏ ଦେଖିବ, ଦଣ୍ଡେ ଚାହିଁ ରହିବ। ଏହି କଇଁଛର ପିଠି ଉପରେ ଜହ୍ନ ତାରା ଚିତ୍ର ଅଛି। ଲୋକମାନେ…