ଇଜ୍ଜତ ରଖିଦେଲା ଟିମ୍, ବିଶାଖାପାଟଣାରେ ତୃତୀୟ ଟି ଟ୍ବେଣ୍ଟି ଜିତିଲା ଭାରତ
କେନ୍ୟୁଜ୍(ବ୍ୟୁରୋ): ବିଶାଖାପାଟଣାରେ ତୃତୀୟ ଟି ଟେ୍ଵଣ୍ଟି ଜିତିଲା ଭାରତ । ଦକ୍ଷିଣ ଆଫ୍ରିକାକୁ ୪୯ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ । ୧୮୦ ରନ୍ ଟାର୍ଗେଟର ପିଛା କରୁଥିବା ଭ୍ରମଣକାରୀ ଦଳ ୧୩୧ ରନ୍ କରିଥିଲା । ହର୍ଷଲ ପଟେଲ ଓ ୟୁଜବେନ୍ଦ୍ର ଚହଳଙ୍କ ଦମଦାର ବୋଲିଂ ଆଗରେ ଧରାଶାୟୀ ହୋଇଥିଲା…