Browsing Tag

india team announced

ଓମିକ୍ରନ୍‌କୁ ଡରୁନି ବିସିସିଆଇ, ଦକ୍ଷିଣ ଆଫ୍ରିକା ପାଇଁ ଭାରତୀୟ ଦଳ ଘୋଷଣା କଲା

ମୁମ୍ବାଇ : ଏବେ ସବୁଠାରୁ ବେଶି କରୋନା ଭାଇରସ୍‌ ଓମିକ୍ରନର ଡର ରହିଛି ଦକ୍ଷିଣ ଆଫ୍ରିକାରେ । ତେବେ ଆମ କ୍ରିକେଟ୍‌ ବୋର୍ଡ଼ ବିସିସିଆଇ ତାକୁ ବିଶେଷ ଗୁରୁତ୍ୱ ନଦେଇ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଟେଷ୍ଟ ଦଳର ଅଧିନାୟକ ରହିଛନ୍ତି ବିରାଟ କୋହଲି ।…