ଟି୨୦ ବିଶ୍ୱକପ୍ : ପୁଣି ଟସ୍ ହାରିଲା ଭାରତ, ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ
ଦୁବାଇ : ପୁଣି ଟସ୍ ଭାରତ ବିପକ୍ଷରେ ଯାଇଛି । ଚଳିତ ଟି୨୦ ବିଶ୍ୱ କପ୍ରେ ଆଜି ତାର ତୃତୀୟ ମ୍ୟାଚ୍ ଖେଳୁଥିବା ଟିମ୍ ଇଣ୍ଡିଆ ତୃତୀୟଥର ପାଇଁ ଟସ୍ ହାରିଛି । ଆଉ ଏହାକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡୁଛି । ବିପକ୍ଷ ଦଳ ଆଫଗାନିସ୍ତାନ ଟସ୍ ଜିତି ପିଚ୍ ଓ ପରିବେଶକୁ ଦେଖି ପ୍ରଥମେ ବୋଲିଂ…