ଶେଷ ଦିନିକିଆ : ଭାରତ ଆଗରେ ୨୮୭ ରନ୍ର ବିଜୟଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ
ବେଙ୍ଗାଲୁରୁ : ସିରିଜ୍ ୧-୧ ସ୍ଥିତିରେ । ଆଜି ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଛି ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ । ଏଇ ମ୍ୟାଚ୍ ନିର୍ଣ୍ଣ କରିବ କିଏ ହେବ ସିରିଜ୍ର ବିଜେତା । ଭାରତ ନା ଅଷ୍ଟ୍ରେଲିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୫୦…