Browsing Tag

India vs Australia test match

ମେଲବୋର୍ଣ୍ଣ ଟେଷ୍ଟରେ ଡ୍ରାଇଭର ସିଟ୍‌ରେ ଭାରତ , ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ(କେନ୍ୟୁଜ୍)  : ଅଷ୍ଟ୍ରେଲିଆକୁ ୩୯୯ ରନ୍‌ର ବିଜୟ ଲକ୍ଷ ଦେଇଛି ଟିମ୍‌ ଇଣ୍ଡିଆ । ୮ ଓ୍ଵିକେଟ୍‌ରେ ୧୦୬ ରନ୍‌ କରିବା ପରେ ଦଳ ପାଳି ଘୋଷଣା କରିଥିଲା । ପ୍ରଥମ ଇନିଂସରେ ଭାରତ ୪୪୩ ରନ୍‌ କରିଥିଲା । ସେହିପରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି ।…