ଟସ୍ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ କରିବ ଭାରତ
ନାଗପୁର : ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିବ । ଏହି ମ୍ୟାଚ୍ରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି । ଭାରତ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ଥାନରେ ମନୀଷ ପାଣ୍ଡେ ଖେଳିବେ ।…