ବିଶ୍ୱକପରେ ଆଜି ଭାରତ-ବାଂଲାଦେଶ ମୁକାବିଲା
ବିରମିଂହାମ: ଆଜି ଭାରତ-ବାଂଲାଦେଶ ବିଶ୍ୱକପ୍ ମୁକାବିଲା। ବିରମିଂହାମରେ ଭାରତୀୟ ସମୟ ୩ଟାରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍ ଜିତି ସେମି ଫାଇନାଲ୍ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ସେହିପରି ସେମି ଫାଇନାଲ୍ ରେସରେ ରହିବାକୁ ହେଲେ ବାଂଲାଦେଶକୁ ଆଜିର…