Browsing Tag

India vs England

ଆଜି ସୁପର ସଣ୍ଡେରେ ହାଇଭୋଲଟେଜ ମ୍ୟାଚ୍: ଭାରତ-ଇଂଲଣ୍ଡ ମଧ୍ୟରେ ଲଢ଼େଇ, ଯିଏ ଜିତିବ ସିଏ ହାତେଇବ ସିରିଜ୍‌

ସୁପର ସଣ୍ଡେରେ ଦେଖିବାକୁ ମିଳିବ ହାଇଭୋଲଟେଜ ମ୍ୟାଚ୍ । ଭାରତ-ଇଂଲଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ । ଯିଏ ଜିତିବ ସିଏ ହାତେଇବ ସିରିଜ୍‌ । ଏବେ ସିରିଜ ୧-୧ରେ ବରାବର ରହିଛି । ଦ୍ୱିତୀୟ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ତେଣୁ ଆଜିର ମ୍ୟାଚ ଜିତିବା ଭାରତୀୟ…

ଆଜି ଦ୍ୱିତୀୟ ଦିନିକିଆ, ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ୟୁଜ: ଆଜି ଦ୍ୱିତୀୟ ଦିନିକିଆ । ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିବା ପରେ ଭାରତର ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ଆଉ ଏକ ପ୍ରଭାବୀ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରୋହିତ ବାହିନୀ । ତେବେ ଆଜିର ମ୍ୟାଚରେ ମଧ୍ୟ ବିରାଟ କୋହଲି ଖେଳିବା…

ଇଂଲଣ୍ଡ ଓ ଇଣ୍ଡିଆ ଦ୍ୱିତୀୟ ଟି-୨୦ : ଟିମ୍‌କୁ ଫେରିଲେ କୋହଲି, ପନ୍ତ, ବୁମରା

ଆଜି ଘରୋଇ ଇଂଲଣ୍ଡ ଓ ଇଣ୍ଡିଆ ମଧ୍ୟରେ ଦ୍ୱିତୀୟ ଟି- ୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ୫୦ ରନରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚକୁ ଜିତି ସିରିଜ ବିଜୟ କରିବାକୁ ଟିମ୍‌ ଲକ୍ଷ୍ୟ ରଖିଛି। ଅନ୍ୟ ପଟରେ ଜୋସ ବଟଲରଙ୍କ ଇଂଲଣ୍ଡ ଦଳ ଲଢୁଆ ଖେଳ ପ୍ରଦର୍ଶନ କରି ସିରିଜକୁ…

ଇଂଲଣ୍ଡ ବିପକ୍ଷରେ ୭ ୱିକେଟରେ ଟି-୨୦ ବିଶ୍ବକପ ଓ୍ଵାର୍ମଅପ୍ ମ୍ଯାଚ ଜିତିଲା ଇଣ୍ଡିଆ, ଟିମର ଏମାନେ ହେଉଛନ୍ତି ଦୁର୍ବଳତା

ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ବକପ ଓ୍ଵାର୍ମ ଅପ୍ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଇଶାନ କିଶନ ଏବଂ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡକୁ ଧୂଳି ଚଟାଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୮ ରନ…

ଟି ୨୦ ବିଶ୍ବକପ, ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ

ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ । ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ୨ଟି ଅଭ୍ୟାସ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଜରିଆରେ ଭାରତ ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବାକୁ ପ୍ରୟାସ କରିବ । ଇଂଲଣ୍ଡ ବିପକ୍ଷ ଏହି ଅଭ୍ୟାସ ମ୍ୟାଚରେ ଉଭୟ କେ ଏଲ…

ମାଞ୍ଚେଷ୍ଟରରେ ହେବାକୁ ଥିବା ୫ ଟେଷ୍ଟ ମ୍ଯାଚ ବାତିଲ, ୨-୧ରେ ଟେଷ୍ଟ ସିରିଜ ଜିତିଲା ଭାରତ

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ମ୍ଯାଚ ବାତିଲ ହୋଇଛି। କରୋନା ଯୋଗୁଁ ମାଞ୍ଚେଷ୍ଟରରେ ହେବାକୁ ଥିବା ମ୍ଯାଚକୁ ଦିନକ ପାଇଁ ଘୁଞ୍ଚାଇଦିଆଯାଇଥିଲା। କିନ୍ତୁ ଉଭୟ ଦେଶର ବୋର୍ଡର ନିଷ୍ପତ୍ତିକ୍ରମେ ଏହି ମ୍ଯାଚକୁ ସଂପୂର୍ଣ୍ଣ ଭାବେ ବାତିଲ କରାଯାଇଛି। ଭାରତ ୫ଟି ମ୍ଯାଚ…

ବ୍ୟାକଫୁଟରେ ଭାରତ: ଦ୍ୱିତୀୟ ଦିନରେ ୩୪୫ ରନରେ ଆଗରେ ରହିଛି ଇଂଲଣ୍ଡ

ତୃତୀୟ ଟେଷ୍ଟରେ ଡ୍ରାଇଭର ସିଟରେ ଇଂଲଣ୍ଡ । ନିଜର ସ୍ଥିତି ମଜଭୁତ କରିଛି ଇଂଲଣ୍ଡ। ଭଲ ଫର୍ମ ଦେଇ ଗତି କରୁଥିବା କ୍ୟାପ୍ଟେନ ଜୋ ରୁଟଙ୍କ ଲଗାତର ୩ୟ ଶତକ ସମେତ ଆଗଧାଡ଼ିର ୪ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ତୃତୀୟ ଟେଷ୍ଟରେ ସ୍ଥିତି ମଜଭୁତ କରିଛି ଇଂଲଣ୍ଡ। ଇଂଲଣ୍ଡ ୨ ଦିନ ଖେଳରେ…

ଆଜିଠୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ଆରମ୍ଭ: ସିରିଜ୍‌ରେ ଦବ୍‌ଦବା ଜାରି ରଖିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜିଠୁ ଲିଡ୍‌ସରେ ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ । ଏଥିପାଇଁ ଉଭୟ ଦଳର ରଣନୀତି ପ୍ରସ୍ତୁତ । ଏବେ ୧-୦ରେ ଟିମ୍‌ ଇଣ୍ଡିଆ ଆଗୁଆ ଅଛି । ତେବେ ଲିଡ୍‌ସର ହେଡିଙ୍ଗ୍‌ଲେ ମଇଦାନରେ ସ୍ପିନରଙ୍କ ଦବ୍‌ଦବା ଅଛି । ତେଣୁ ପ୍ଲେଇଙ୍ଗ ଇଲେଭେନରେ ଭାରତ କିଛିଟା ପରିବର୍ତ୍ତନ କରିପାରେ । ଏବେ ଭାରତର ବୋଲିଂ…

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆସିଲା ଖୁସି ଖବର, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଦର୍ଶକରେ ଭରି ରହିବ ଷ୍ଟାଡିୟମ

ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଅଗଷ୍ଟ ୪ରୁ ଏହି ବହୁପ୍ରତୀକ୍ଷିତ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ହେଲେ ଦର୍ଶକଙ୍କ ପାଇଁ ଖୁସି ଖବର। ଏବେ ଦର୍ଶକରେ କମ୍ପିଉଠିବ ଷ୍ଟାଡିୟମ। ଗତ ମାସରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ଵ ଟେଷ୍ଟ…

ଆଜି ପୁଣେରେ ମହାମୁକାବିଲା, ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପୁଣେ : ଆଜି ପୁଣେରେ ମହାମୁକାବିଲା । ସିରିଜର ନିର୍ଣ୍ଣାୟକ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ୩ ଟିକିଆ ସିରିଜ ଏବେ ୧-୧ରେ ବରାବର ଅଛି । ଯିଏ ଆଜିର ମ୍ୟାଚ ଜିତିବ ସିଏ ସିରିଜ ହାତେଇବ । ବିରାଟ ବାହିନୀର ପ୍ଲେଇଂ ଇଲେଭେନ ଉପରେ ନଜର ରହିଛି ।…

ଦ୍ୱିତୀୟ ଦିନିକିଆ, ରାହୁଲଙ୍କ ଶତକରେ ଇଂଲଣ୍ଡ ଆଗରେ ଭାରତର ରଖିଲା ୩୩୭ ରନ୍‌ର ଟାର୍ଗେଟ୍‌

ପୁନେ : କେଏଲ୍‌ ରାହୁଲଙ୍କ ଶତକ ସାଙ୍ଗକୁ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ । ତା ସହିତ ଶେଷ ଭାଗରେ ପାଣ୍ଡ୍ୟା ବ୍ରଦର୍ସଙ୍କ ଧମାକାରେ ଭାରତ ଆଜି କରିଛି ୬ ଓ୍ଵିକେଟ୍‌ରେ ୩୩୬ ରନ୍‌ । ଫଳରେ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଆଗେରେ ଜିତିବା ପାଇଁ ୩୩୭ ରନ୍‌ର ଟାର୍ଗେଟ୍‌ ରହିଛି…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବିସିସିଆଇ ଟ୍ୱିଟ୍ କରି ୧୮ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି । ପୁନେରେ ୨୩ ତାରିଖରେ…