ଚତୁର୍ଥ ଟେଷ୍ଟ : ପ୍ରଥମ ଇନିଂସରେ ଇଂଲଣ୍ଡ ୨୯୦ ରନରେ ଅଲଆଉଟ
ଲଣ୍ଡନ : ଟିମ ଇଣ୍ଡିଆର ସବୁ ବୋଲର ମିଳିମିଶି ଇଂଲଣ୍ଡକୁ ୨୯୦ ରନରେ ଅଲଆଉଟ କରିଦେଲେ । ତଥାପି ଘରୋଇ ଦଳ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂରେ ୯୯ ରନରେ ଆଗୁଆ ରହିଛି ।
ଇଂଲଣ୍ଡ ପକ୍ଷରୁ ଓଲି ପୋପ ସର୍ବାଧିକ ୮୧ ଏବଂ କ୍ରିସ ଓକସ ୫୦ ରନ କରିଥିଲେ । ଭାରତ ତରଫରୁ ଉମେଶ ଯାଦବ ୩, ଯଶପ୍ରୀତ ବୁମରା ୨,…