Browsing Tag

india vs england first test

ରୁଟ୍‌ ଜମେଇଲେ ଦ୍ୱିଶତକ, ଇଂଲଣ୍ଡ ସ୍କୋର ୫୫୦ ରନ୍‌ ପାର୍‌

ଚେନ୍ନାଇ : ଡବଲ୍‌ ସେଞ୍ଚୁରୀ ମାରି ଅଧିନାୟକ ଜୋ ରୁଟ୍‌ ଇଂଲଣ୍ଡର ମୂଳଦୁଆକୁ ଏମିତି ଟାଣ କରିଛନ୍ତି ଯେ ପ୍ରଥମ ଟେଷ୍ଟରେ ଏହାକୁ ଦୋହଲାଇବା ଭାରତ ପକ୍ଷରେ ସମ୍ଭବ ହେବ ନାହିଁ । ଅବଶ୍ୟ ଗତକାଲି ପ୍ରଥମ ଦିନରେ ବିଶେଷ ସଫଳତା ମିଳିନଥିବା ଭାରତୀୟ ବୋଲରଙ୍କୁ ଆଜି ୫ଟି ଓ୍ଵିକେଟ୍‌ ମିଳିଛି । ଫଳରେ…

ଫାଷ୍ଟ ଡେ ଫାଷ୍ଟ ସୋ’ରେ ବାଜି ମାରି ନେଲା ଇଂଲଣ୍ଡ, ଟିମ୍‌ ଇଣ୍ଡିଆ ହେଲା ଜଳକା

ଚେନ୍ନାଇ : ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିଜକୁ ସମ୍ଭାଳି ନେଲା ଭ୍ରମଣକାରୀ ଇଂଲଣ୍ଡ ଦଳ । ଆଉ ଅଧିନାୟକ ଜଏ ରୁଟ୍‌ ଜମେଇଲେ ଶତକ । ତାଙ୍କୁ ଖୁବ୍‌ ସାଥ୍‌ ଦେଲେ ଡୋମିନିକ୍‌ ସିବଲି । ଫଳରେ ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳରେ ଭାରତ ବିପକ୍ଷରେ ଇଂଲଣ୍ଡ ୩ ଓ୍ଵିକେଟ୍‌ ହରାଇ କରିଛି ୨୬୩ ରନ୍‌ ।…