Browsing Tag

India vs England

ଚତୁର୍ଥ ଟି-୨୦, ଇଂଲଣ୍ଡକୁ ୧୮୬ ରନ୍‌ର ବିଜୟଲକ୍ଷ୍ୟ ଦେଲା ଭାରତ

ଅହମଦାବାଦ : ଆଜି ଚତୁର୍ଥ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି୮ ଓ୍ଵିକେଟ୍‌ରେ ୧୮୫ ରନ୍‌ କରିଛି । ଇଂଲଣ୍ଡ ଟସ୍‌ ଜିତି ଟିମ୍‌ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ ପାଇଁ ଡାକିଥିଲା । ରୋହିତ ଶର୍ମା ୧୨, କେ.ଏଲ୍‌ ରାହୁଲ ୧୪, ଅଧିନାୟକ ବିରାଟ କୋହଲି ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ ।…

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦, ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ମିଳିବନି ଏଣ୍ଟ୍ରି

ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟି-୨୦ । ଆଜି ସନ୍ଧ୍ୟା ୭ ଟା ବେଳେ ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ସାଢ଼େ ୬ ଟାରେ ଟସ୍ ପଡ଼ିବ। ଅହମ୍ମଦାବାଦରେ ପୁଣିଥରେ କରୋନା ଭାଇରସର ବଢ଼ୁଥିବା ସଂକ୍ରମଣ ଯୋଗୁ ଆଜି ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ।…

ମୋଟେରାରେ ଆଜି ବିନା ଦର୍ଶକରେ ହେବ ତୃତୀୟ ଟି-୨୦, ଉଭୟ ଭାରତ ଓ ଇଂଲଣ୍ଡ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ

ଅହମଦାବାଦ : ଆଜି ତୃତୀୟ ଟି-୨୦ ଟକ୍କର । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି ଟେ୍ଵଣ୍ଟି ସିରିଜର ଆଜି ତୃତୀୟ ମ୍ୟାଚ ସେହି ସମାନ ସ୍ଥାନରେ ଖେଳାଯିବ । ମୋଟେରା ଷ୍ଟାଡିୟମ୍‌ରେ ଦୁଇ ଦଳ ସିରିଜ୍‌ରେ ଆଗୁଆ ରହିବାକୁ ଲଢ଼େଇ କରିବେ । ଏହି ମ୍ୟାଚ ଜିତି ସିରିଜରେ ଅଗ୍ରଣୀ ନେବା ଲକ୍ଷ୍ୟରେ ଅଛନ୍ତି…

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଅହମ୍ମଦାବାଦରେ ଛାଇଗଲେ ଅକ୍ଷର ଓ ଅଶ୍ୱିନ, ଇଂଲଣ୍ଡ ପ୍ରଥମ ଇଂନିସ୍‌ ୨୦୫ ରନ୍‌

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଶେଷ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଇଂଲଣ୍ଡ ଦଳ ପ୍ରଥମ ଇଂନିସ୍‌ରେ ୨୦୫ ରନ୍‌ କରି ଅଲ୍‌ଆଉଟ ହୋଇଛି। ବେନ୍‌ ଷ୍ଟୋକ୍ସ ସବୁଠାରୁ ଅଧିକ ୫୫…

ଭାରତର ସ୍ପିନ୍‌ ଆଟାକ୍‌ରେ ମାଟି କାମୁଡ଼ିଲା ଇଂଲଣ୍ଡ, ଜାଣନ୍ତୁ କେତେ ରନ୍‌ରେ ଅଲ୍‌ଆଉଟ୍‌

ଅହମଦାବାଦ : ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଆଜି ଇଂଲଣ୍ଡକୁ ପାଣି ପିଆଇ ଦେଲେ ଭାରତୀୟ ସ୍ପିନର । ଆଜି ଉଦଘାଟିତ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ ପିଚ୍‌ରେ ଅକ୍ଷର ପଟେଲ ଏବଂ ରବିଚନ୍ଦ୍ର ଅଶ୍ୱିନ୍‌ ପୂରା ଦମ୍‌ରେ ବୋଲିଂ କରିଥିଲେ । ଆଉ ଭାରତକୁ ଗୋଟିଏ ପରେ ଗୋଟିଏ ସଫଳତା…

ଚେନ୍ନାଇରେ ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ

ଚେନ୍ନାଇ: ଚେନ୍ନାଇରେ ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପ୍ଲେଇଂ ଇଲେଭେନରେ ଅକ୍ଷର ପଟେଲ ଓ କୁଲଦୀପ ଯାଦବ, ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ପ୍ରଥମ ମ୍ୟାଚ୍‌ ହାରିଥିବାରୁ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍‌କୁ…

ଭାରତ ଆଗରେ ‘ଚାରି ଶହ ବିଶ୍‌’ ଟାର୍ଗେଟ୍‌, ଚେନ୍ନାଇରେ ଚମକିଲେ ଅଶ୍ୱିନ୍‌ ୬ ଓ୍ଵିକେଟ୍‌ ନେଇ ଇତିହାସ…

ଚେନ୍ନାଇ: ପ୍ରଥମ ଇନିଂସ୍‌ରେ ୫୭୮ ଆଉ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୭୮ ରନ୍‌ । ଇଏ ହେଉଛି ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳର କାହାଣୀ । ପ୍ରଥମ ପାଳିରେ ଭାରତୀୟ ବୋଲରଙ୍କୁ ପାଣି ପିଆଇଥିବା ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଭଲ କରି ପାନେ ଦେଇଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ । ସେ…

ଏମାନେ ହେଉଛନ୍ତି ପରାଜୟର ୫ ଦୋଷୀ : ଯାହାଙ୍କ ପାଇଁ ବୁଡିଲା ଟିମ୍ ଇଣ୍ଡିଆର ବିଜୟ ନୌକା

ଚତୁର୍ଥ ଟେଷ୍ଟରେ ହାରିଗଲା ଟିମ୍ ଇଣ୍ଡିଆ । ତା ସହିତ ସିରିଜ୍ ବି ହାରିଲା । ବିରାଟ କୋହଲୀଙ୍କ ଅଧୀନରେ ଏହା ଲଗାତାର ଦ୍ବିତୀୟ ଥର ଏମିତି ହୋଇଛି ଯେତେବେଳେ ଭାରତ ବିଦେଶରେ ଟେଷ୍ଟ ସିରିଜ୍ ହାରିଛି । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ସିରିଜ୍ ହାରିଥିଲା । ତେବେ ଅଧିନାୟକ…

ପାଣ୍ଡ୍ୟା ଓ ପନ୍ତଙ୍କ ସୁପର ସୋ : ଇଂଲଣ୍ଡ ୧୬୧ ରନରେ ଅଲ୍ଆଉଟ୍

ନଟିଂହାମ୍ : ୩ୟ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଛି ଟିମ୍ ଇଣ୍ଡିଆ । ଘରୋଇ ଇଂଲଣ୍ଡ ଦଳକୁ ୧୬୧ ରନରେ ଅଲଆଉଟ୍ କରି ପ୍ରଥମ ପାଳିରେ ଆଗୁଆ ରହିଛି ବିରାଟ ବାହିନୀ । ହିରୋ ସାଜିଛନ୍ତି ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେ ୫ଟି ୱିକେଟ୍ ଦଖଲ କରିଛନ୍ତି । ଇଶାନ୍ତ ୨ ଏବଂ ବୁମରା ୨ ଓ ସାମି…

ଫଇସଲା ଆଡ଼କୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ବର୍ମିଂହମ୍‌ : ଫଇସଲା ଆଡ଼କୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ । ଆଜି ତୃତୀୟ ଦିନରେ ମ୍ୟାଚ୍‌ର ୩ଟି ଇନିଂସ୍‌ ଶେଷ ହୋଇ ଯାଇଛି । ଏବେ ୧୯୪ ରନ୍‌ର ବିଜୟଲକ୍ଷ୍ୟ ନେଇ ଖେଳୁଛି ଟିମ୍‌ ଇଣ୍ଡିଆ । ପ୍ରଥମ ପାଳିରେ ମାତ୍ର ୧୩ ରନ୍‌ରେ ଆଗୁଆ ଥିବା ଘରୋଇ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସ୍‌ରେ ୧୮୦ ରନ୍‌ କରି…