ହକି ବିଶ୍ୱକପ୍ରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ଶକ୍ତିଶାଳି ନେଦରଲ୍ୟାଣ୍ଡସ୍ ସହ ହେବ ମୁହାଁମୁହିଁ
ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍ରେ ଆରମ୍ଭ ହୋଇଛି ଅସଲ ଲଢ଼େଇ, କ୍ୱାର୍ଟର ଫାଇନାଲ୍ ରାଉଣ୍ଡ । ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସେମି ଫାଇନାଲ୍ ଟିକେଟ ପାଇଁ ଶକ୍ତିଶାଳି ନେଦରଲ୍ୟାଣ୍ଡସ୍ ସହ ମୁହାଁମୁହିଁ ହେବ ।
ଟକ୍କର ଜୋରଦାର ହେବ ନିହାତି । ପୁରୁଣା ରେକର୍ଡ…