Browsing Tag

India vs New Zealand

ଦ୍ୱିତୀୟ ଟେଷ୍ଟ : ଓପ୍ନର ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ, ଦୁଇ ଶହ ରନ୍‌ ଟପିଲା ଭାରତ

ମୁମ୍ବାଇ : ପ୍ରଥମ ଟେଷ୍ଟରେ ଶ୍ରେୟଶ ଆୟାର ଆଉ ଏବେ ମୟଙ୍କ ଅଗ୍ରଓ୍ଵାଲ ଶତକ ପିଟିଛନ୍ତି । ଫଳରେ ମୁମ୍ବାଇ ଓ୍ଵାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆଜି ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଭାରତୀୟ ଦଳ କରିଛି ୪ ଓ୍ଵିକେଟ୍‌ରେ ୨୨୧ ରନ୍‌ । ଆଉ ଏକ ବିଶେଷ କଥା ହେଉଛି ନ୍ୟୁଜିଲାଣ୍ଡ ପକ୍ଷରୁ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବେନି ଲୋକେଶ ରାହୁଲ

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା । ଖେଳିବେନି ଲୋକେଶ ରାହୁଲ । ଆହତ କାରଣରୁ ଟେଷ୍ଟ ସ୍କ୍ଵାଡ୍‌ରୁ ସେ ବାଦ ପଡିଛନ୍ତି । ବର୍ତ୍ତମାନ ଫର୍ମରେ ଅଛନ୍ତି ଲୋକେଶ ରାହୁଲ । ଟି-ଟେ୍ଵଣ୍ଟିରେ ଧୂଆଁଧାର ବ୍ୟାଟିଂ କରିଥିଲେ । କହିରଖିବା ଉଚିତ ହେବକି, ରବିବାର…

ବିଜୟରୁ ରୋହିତ-ଦ୍ରାବିଡ଼ ଯୁଗର ଆରମ୍ଭ: ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୫ ଓ୍ଵିକେଟରେ ହରାଇଲା ଭାରତ

କେନ୍ଯୁଜ୍: ବିଜୟରୁ ରୋହିତ-ଦ୍ରାବିଡ଼ ଯୁଗର ଆରମ୍ଭ । ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ୫ ଓ୍ଵିକେଟରେ ହରାଇଲା ଭାରତ । ପ୍ରଥମ ଟି-୨୦ରେ ବାଜି ମାରିଲା ଭାରତ । ଟି-୨୦ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ୫ ଓ୍ଵିକେଟ୍‌ରେ ଜିତିନେଲା ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆକୁ…

ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍‌, ଖେଳାଳିଙ୍କ ଯୋଗ୍ୟତା ପରଖିବେ ଦ୍ରାବିଡ ଓ ରୋହିତ

ଟି-୨୦ବିଶ୍ୱକପ୍‌ ହାରିବା ପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବାକୁ ଯାଉଛି। ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ଗୋଲାପି ସହର ଜୟପୁରରେ ଖେଳାଯିବ। ଏହି ଟି-୨୦ ଇଣ୍ଟରନ୍ୟାସନାଲ ସିରିଜକୁ ନୂଆ ଭାବେ ଆରମ୍ଭ କରିବାକୁ ଯାଉଛି ଟିମ୍‌ ଇଣ୍ଡିଆ।…

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ମ୍ୟାଚ୍‌, ଚୂଡ଼ାନ୍ତ ଏକାଦଶରେ ହୋଇପାରେ ବଡ ପରିବର୍ତ୍ତନ

ଆଜି ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର। ଗତ ରବିବାର ପାକିସ୍ତାନ ବିପକ୍ଷରେ ଦଳ ହାରିବା ପରେ ଏ ରବିବାର କେମିତି ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାର ସାମ୍ନା କରିବ ତା’କୁ ନେଇ ଚାଲିଛି କଳ୍ପନାଜଳ୍ପନା। ଏପଟେ ଭାରତୀୟ ଟିମ୍‌ରେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ…

କିଏ ହେବ ବିଶ୍ୱ ଟେଷ୍ଟରେ ବେଷ୍ଟ? ଭାରତ ନା ନ୍ୟୁଜିଲାଣ୍ଡ, ଆଜି ଅନ୍ତିମ ଓ ନିର୍ଣ୍ଣାୟକ ଦିନ

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲର ଆଜି ନିର୍ଣ୍ଣାୟକ ଦିନ। ଆଜି ଅତିରିକ୍ତ ଦିବସରେ ମ୍ୟାଚ୍‌ ଖେଳାଯିବ। ତେବେ ବର୍ତ୍ତମାନର ସ୍ଥିତି ଅନୁସାରେ ମ୍ୟାଚ୍‌ର ଫଳାଫଳ ଆସିବା ସମ୍ଭାବନା ରହିଛି । ତେଣୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନଙ୍କୁ ଅତି ଦୃଢ଼ତାର ସହ ଖେଳିବାକୁ ହେବ ।…

WTC Final : କ୍ବାରେଣ୍ଟାଇନ ୩ୟ ଦିନରେ ଅଭ୍ଯାସ କଲା ଭାରତୀୟ ଟିମ୍, ଅଲଗା ଅଲଗା ଗ୍ରୁପରେ କରୁଛନ୍ତି ଟ୍ରେନିଂ

ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚି ୩ ଦିନ କ୍ବାରେଣ୍ଟାଇନରେ ରହିଥିଲା। ଆଜି ୩ୟ ଦିନରେ ଅଭ୍ଯାସ ଜାରି କରିଛି। ଆଉ ଅଭ୍ଯାସ କରିବା ପାଇଁ ଅଲଗା ଅଲଗା ସମୟରେ ଜିମ୍ ଏବଂ ପଡିଆକୁ ଯିବାକୁ ଅନୁମତି…

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍, ପ୍ରଥମ ଦିନରେ ୫ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଛି ଟିମ୍‌ ଇଣ୍ଡିଆ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟର ପ୍ରଥମ ଦିନ। ପ୍ରଥମ ଦିନରେ ୫ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଛି ଭାରତ । ରାହାଣେ ଓ ପନ୍ଥ ଅପରାଜିତ ଅଛନ୍ତି । ବର୍ଷା ଯୋଗୁ ଶେଷ ସେସନ୍‌ ଖେଳାଯାଇ ପାରିନଥିଲା । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ…

ଚାଲିଛି ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ୍, ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ

ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ଓ୍ଵାନଡେ ସିରିଜର ଦ୍ୱିତୀୟ ମ୍ୟାଚ । ଅକଲାଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଟିମ । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ କରାଯାଇଛି । ମହମ୍ମଦ ସାମିଙ୍କ ସ୍ଥାନରେ ନବଦୀପ ସୌନୀ ଓ କୁଲଦୀପ ଯାଦବଙ୍କ…

ଆଜି ନ୍ୟୁଜଲାଣ୍ଡ ସହ ଭାରତର ପ୍ରଥମ T-20 ମୁକାବିଲା, ଇଡେନ ପାର୍କରେ ଖେଳାଯିବ ଏହି ମ୍ୟାଚ୍

ଆଜି ନ୍ୟୁଜଲାଣ୍ଡ ସହ ଭାରତର ପ୍ରଥମ ଟି-୨୦ ମୁକାବିଲା । ସରିଜର ପ୍ରଥମ ମ୍ୟାଚ୍ ନ୍ୟୁଜଲାଣ୍ଡର ଇଡେନ ପାର୍କରେ ଖେଳାଯିବ । ଭାରତକୁ ଫେଭରାଇଟ କୁହାଯାଉଥିଲେ ବି ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ହରାଇବା ଏତେଟା ସହଜ ନୁହେଁ । ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।…

ଆସନ୍ତାକାଲି ବିଶ୍ୱକପ୍‌ରେ ପ୍ରଥମ ସେମିଫାନାଲ, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

କେନ୍ୟୁଜ୍ : ଆସନ୍ତାକାଲି ବିଶ୍ୱକପ୍‌ରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାନାଲ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଟିମ୍‌କୁ ଭେଟିବ । ମାଞ୍ଚେଷ୍ଟରରେ ୪୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଚଳିତ ବିଶ୍ୱକପ୍‌ରେ ଏହି ଦୁଇ…

ବିଶ୍ୱକପରେ ଆଜି ମହା ମୁକାବିଲା, ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଟକ୍କର

କେନ୍ୟୁଜ୍: ବିଶ୍ୱକପରେ ଆଜି ମହା ମୁକାବିଲା। ପଏଣ୍ଟ ତାଲିକାରେ ଏକ ନମ୍ବର ଦଳ ବନାମ ତିନି ନମ୍ବର ମଧ୍ୟରେ ଫାଇଟ୍‌। ନ୍ୟୁଜିଲାଣ୍ଡ-ଭାରତ ଟକ୍କର।  ଏହି ମ୍ୟାଚ୍ ଆଜି ଅପରାହ୍ନ ୩ଟା ବେଳେ ଆରମ୍ଭ ହେବ । ଏହା ବିଶ୍ବ କପର ୧୮ତମ ମ୍ୟାଚ୍ ହେବ । ଏବେ ବିଶ୍ୱକପ୍‌ ପଏଣ୍ଟ ତାଲିକାର ଶୀର୍ଷରେ…