Browsing Tag

india vs new zeland last t20

ଶେଷ ଟି-୨୦ରେ ରୋହିତଙ୍କ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ୧୬୪ ରନ୍‌ର ଚ୍ୟାଲେଞ୍ଜ ଦେଲା ଟିମ୍‌ ଇଣ୍ଡିଆ

ମାଉଣ୍ଟ ମୌଙ୍ଗାନୁଇ : ଅନ୍ତିମ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପାଇଁ ୧୬୪ ରନ୍‌ର ବିଜୟଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ୨୦ ଓଭର୍‌ରେ ଭାରତୀୟ ଦଳ ୩ ଓ୍ଵିକେଟ୍‌ରେ ୧୬୩ ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଓପ୍ନର କେ.ଏଲ୍‌ ରାହୁଲ ୪୫ ରନ୍‌ (୩୩ ବଲ୍‌, ୪ ଚୌକା ଓ ୨…

ଶେଷ ଟି-୨୦ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଲା, କୋହଲି ଖେଳିବେ ନାହିଁ

ମାଉଣ୍ଟ ମୌଙ୍ଗାନୁଇ : ଆଉ କିଛି ସମୟ ପରେ ଭାରତୀୟ କ୍ରିକେଟ୍‌ ଦଳ ଘରୋଇ ନ୍ୟୁଜିଲାଣ୍ଡ ସହ ଚଳିତ ସିରିଜ୍‌ର ଶେଷ ଟି-୨୦ ମ୍ୟାଚ୍‌ ଖେଳିବ । ଏଥିରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ…