ବିରାଟ କୋହଲିଙ୍କୁ ବିଶ୍ରାମ, ରୋହିତ ଶର୍ମାଙ୍କୁ ଦାୟିତ୍ୱ
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆ ଖେଳିବେ ନାହିଁ କ୍ୟାପଟେନ୍ ବିରାଟ କୋହଲି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜରୁ ବି ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ। ବିରାଟ କୋହଲିଙ୍କ ସ୍ଥାନରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା। ଚତୁର୍ଥ…