Browsing Tag

india vs sri lanka

ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ପିଙ୍କ୍ ବଲ୍‌ ଟେଷ୍ଟ ଖେଳିବ ଟିମ୍‌ ଇଣ୍ଡିଆ, ଅପରାହ୍ନ ୨ଟାରେ ମ୍ୟାଚ…

ବେଙ୍ଗାଲୁରୁ: ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ । ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ପିଙ୍କ ବଲ୍‌ ଟେଷ୍ଟ ଖେଳିବ ଟିମ୍‌ ଇଣ୍ଡିଆ । ଦିବାରାତ୍ରି ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅପରାହ୍ନ ୨ଟାରେ ମ୍ୟାଚ ଆରମ୍ଭ ହେବ । ଘରୋଇ ପରିବେଶରେ ଭାରତ ତୃତୀୟ…

ମୋହାଲି ଟେଷ୍ଟର ଆଜି ଦ୍ୱିତୀୟ ଦିନ: ବଡ଼ ସ୍କୋର ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ମୋହାଲି ଟେଷ୍ଟର ଆଜି ଦ୍ୱିତୀୟ ଦିନ । ବଡ଼ ସ୍କୋର ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ରବୀନ୍ଦ୍ର ଜାଡେଜା ଅପରାଜିତ ୪୫ ରନ କରିଛନ୍ତି । ଜାଡେଜାଙ୍କ ଠାରୁ ବଡ ସ୍କୋର ଆଶା ରଖିଛନ୍ତି ଫ୍ୟାନ୍‌ । ତାଙ୍କ ସହ ଅଛନ୍ତି ଆର ଅଶ୍ୱିନ । ସେ ୧୦ ରନ କରି ଅପରାଜିତ ଅଛନ୍ତି । ଭାରତ ୬…

ଇତିହାସ ରଚିଲେ ରୋହିତ ଶର୍ମା, ଘରୋଇ ମାଟିରେ ସର୍ବାଧିକ ଟି-୨୦ମ୍ୟାଚ ଜିତିଥିବା ନଂ ୧ ଅଧିନାୟକ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିବା ଟି-୨୦ ସିରିଜକୁ କ୍ଲିନ ସୁଇପ କରିନେଇଛି ଭାରତ । ଧର୍ମଶାଳାରେ ଖେଳାଯାଇଥିବା ଏହି ତୃତୀୟ ମ୍ୟାଚକୁ ଟିମ୍‌ ଇଣ୍ଡିଆ ୬ ୱିକେଟରେ ଜିତି ନେବା ସହିତ କ୍ଲିନ ସୁଇପ କରିଛି । ଏହା ସହିତ ରୋହିତ ଶର୍ମା ଇତିହାସ ରଚିଛନ୍ତି। ରୋହିତ ଶର୍ମା ଘରୋଇ ମାଟିରେ…

ଆଜି ଭାରତ ଓ ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ସିରିଜ କବଜା ପାଇଁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଧର୍ମଶାଳାରେ ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ୬୨ରନ୍‌ରେ ଜିତିବା ପରେ ସିରିଜ କବ୍‌ଜା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଅନ୍ୟ ପଟରେ ଶ୍ରୀଲଙ୍କା ପାଇଁ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି ହେବ। ଶ୍ରୀଲଙ୍କା ଦଳ…

ଲକ୍ଷ୍ନୌରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆର ବାଜିମାତ୍‌

ଲକ୍ଷ୍ନୌରେ ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆର ବାଜିମାତ୍‌ । ଶ୍ରୀଲଙ୍କାକୁ ୬୨ ରନ୍‌ରେ ହରାଇଲା ଭାରତ । ରୋହିତ ଆଣ୍ଡ କୋର ୨୦୦ ରନ ଟାର୍ଗେଟକୁ ପିଛା କରୁଥିବା ସିଂହଳୀ ଟିମ ୬ ଓ୍ଵିକେଟ ହରାଇ ୧୩୭ ରନ କରିଥିଲା । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ…

ଦ୍ୱିତୀୟ ଟି-୨୦ : ଟିମ୍‌ ଇଣ୍ଡିଆ ସ୍କୋର ୫/୧୩୨ ରନ୍‌

କଲମ୍ବୋ : ପ୍ରେମଦାସା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୫ ଓ୍ଵିକେଟ୍‌ରେ ୧୩୨ ରନ୍‌ ସ୍କୋର କରିଛି । ଅଧିନାୟକ ଶିଖର ଧବନ ୪୦, ଋତୁରାଜ ଗାଏକ୍ୱାଡ଼ ୨,…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ

କଲମ୍ବୋ : ପ୍ରେମଦାସା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ । ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରୁଛି । ଭାରତ ପକ୍ଷରୁ ଅଧିନାୟକ ଶିଖର ଧବନ ଏବଂ ଋତୁରାଜ ଗାଏକ୍ୱାଡ଼ ପାଳି ଆାରମ୍ଭ କରିଛନ୍ତି । ଭାରତୀୟ ଦଳ ୭ ଓଭର ସୁଦ୍ଧା ଗୋଟିଏ…

ଦ୍ୱିତୀୟ ଟି-୨୦କୁ ହାତେଇଲା ଟିମ୍ ଇଣ୍ଡିଆ, ସହଜରେ ୧୪୩ ରନର ଟାର୍ଗେଟକୁ ପାର କରିନେଇଛି ବିରାଟ ବାହିନୀ

ଇନ୍ଦୋର: ଦ୍ୱିତୀୟ ଟି-୨୦କୁ ହାତେଇଲା ଟିମ୍ ଇଣ୍ଡିଆ । ଇନ୍ଦୋର ଟି-୨୦କୁ ଭାରତ ୭ ୱିକେଟରେ ହାତେଇଛି। ୧୪୩ ରନର ଟାର୍ଗେଟକୁ ସହଜରେ ପାର କରିନେଇଛି ବିରାଟ ବାହିନୀ । ୨୦ ଓଭରରେ ୯ ଓ୍ଵିକେଟରେ ୧୪୨ ରନ କରିଥିଲା ଶ୍ରୀଲଙ୍କା । ମାତ୍ର ୩ ଓ୍ଵିକେଟରେ ୧୪୪ ରନ କରି ଭାରତ ବିଜୟୀ ହୋଇଛି।

ଆଜି ସରୁଛି ବିଶ୍ୱକପ୍‌ ଲିଗ୍‌ ପର୍ଯ୍ୟାୟ, ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା

ଅନ୍ତିମ ପର୍ଯ୍ୟାୟରେ ବିଶ୍ୱକପ୍‌ କ୍ରିକେଟର ରାଉଣ୍ଡ ରବିନ୍‌ ମ୍ୟାଚ୍‌। ଆଜି ଖେଳାଯିବ ଲିଗ୍‌ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍‌। ଅପରାହ୍ନ ୩ଟାରେ ହେଡିଂଲେରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା। ସଂଧ୍ୟା ୬ଟାରେ ମଞ୍ଚେଷ୍ଟରରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢ଼େଇ ରହିଛି। ଏହି…