ଶ୍ରୀଲଙ୍କା ଆଗରେ ୨୨୬ ରନ୍ର ବିଜୟଲକ୍ଷ୍ୟ ରଖିଲା ଟିମ୍ ଇଣ୍ଡିଆ
କଲମ୍ବୋ : ତୃତୀୟ ଦିନିକିଅ ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତ ଅଲ୍ଆଉଟ୍ ହୋଇଗଲା । ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଭାରତର ତାର ସବୁଯାକ ଓ୍ଵିକେଟ୍ ହରାଇ କରିଛି ୨୨୫ ରନ୍ । ୨୩ ଓଭର୍ ପରେ ବର୍ଷା ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇଥିଲା । ତେଣୁ ଓଭର ସଂଖ୍ୟା ୪୭କୁ କମାଇ ଦିଆଯାଇଥିଲା…