ଇଣ୍ଡିଆ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ: ଦିବାରାତ୍ରି ଟେଷ୍ଟ ଦେଖିବା ପାଇଁ ଷ୍ଟାଡିଅମରେ ୧୦୦ ପ୍ରତିଶତ ଦର୍ଶକଙ୍କୁ ମିଳିଲା…
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାକାଲି ଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବ। ଖାସ୍ ଏଥିପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତିରେ ଲାଗିପଡିଛି। ଟିମ୍ ଇଣ୍ଡିଆର ଖେଳାଳି ବାଙ୍ଗାଲୋରରେ ଟ୍ରେନିଂ ଆରମ୍ଭ କରିସାରିଛନ୍ତି। ଦିବାରାତ୍ରି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆକୁ ମିଳିଛି ଖୁସି…