Browsing Tag

india-west indies

ଆଜି ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ: ସିରିଜ୍‌ ମୂଳପୋଛ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ୟୁଜ୍: ସିରିଜ୍‌ ମୂଳପୋଛ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ଆଜି ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ। ସିରିଜ୍‌ ମୂଳପୋଛ କରିବା ଲକ୍ଷ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ୩ୟ ତଥା ଶେଷ ଦିନିକିଆ ମ୍ୟାଚ୍‌। ଜିତିଲେ ସିରିଜ ପୋଛିବ ଟିମ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଭାରତ ରନ୍‌ରେ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ଆଗୁଆ ସିରିଜ୍ କବଜା ଲକ୍ଷରେ ଟିମ୍ ଇଣ୍ଡିଆ

ଆଜି ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚରେ ରୋମାଞ୍ଚକ ଭାବେ ୩ ରନରେ ହରାଇ ଭାରତର ମନୋବଳ ଦୃଢ଼ ରହିଛି । ତଥାପି ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତାକୁ ଦୂର କରିବା ଶିଖର ଧ୍ୱାଓ୍ଵନଙ୍କ ଦଳ ପାଇଁ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି । ପ୍ରଥମ ମ୍ୟାଚରେ ଶିଖର ଧାଓ୍ଵନ ଓ ଶୁବମନ ଗିଲ…

ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆ, ଆସନ୍ତା ୬ରୁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିବ ଦିନିକିଆ ସିରିଜ୍

ଅହମ୍ମଦାବାଦ: ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆ। ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଅହମ୍ମଦାବାଦରେ ପହଞ୍ଚିଛି। ଦଳ ପାଇଁ ପ୍ରସ୍ତୁତ ହୋଇଥିବା ଜୈବ ସୁରକ୍ଷା ବଳୟ ମଧ୍ୟରେ ପ୍ରତ୍ୟେକ ସଦସ୍ୟଙ୍କୁ ରହିବାକୁ ସୁଯୋଗ ମିଳିଛି। ୩ ଦିନ ପର୍ଯ୍ୟନ୍ତ ଦଳ ଓ…

ବାରବାଟୀ ଦିନିକିଆ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ୱେଷ୍ଟଇଣ୍ଡିଜ ଖେଳାଳି, ମେ ଫେୟାର ହୋଟେଲରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର : କ୍ରିକେଟ ଫିଭର । ବାରବାଟୀ ଦିନିକିଆ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ୱେଷ୍ଟଇଣ୍ଡିଜ ଖେଳାଳି । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଦଳ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରୁ ଖେଳାଳିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ…

ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଆଜିଠୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ, ୧୦ହଜାର ଟିକେଟକୁ ୩୦ହଜାର ଲୋକେ

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଆଉ ମାତ୍ର ୨ ଦିନ ବାକି। ଆଜିଠୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯିବ। ଏଥିପାଇଁ ୧୨ଟି କାଉଣ୍ଟର ଖୋଲାଯାଇଛି। ଜଣେ ବ୍ୟକ୍ତି ୨ଟି ଲେଖାଏ ଟିକେଟ୍ ନେଇପାରିବେ। ମୋଟ ୧୦ ହଜାର ୩୯ ଟିକେଟ…

ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ: କଟିଲା ୫ହଜାର ୩୦୦ ଟିକେଟ, ବନ୍ଦ ରହିବ ୭ ନମ୍ବର ଗ୍ୟାଲେରୀ

କଟକ(କେନ୍ୟୁଜ୍): ୨୨ରେ ବାରବାଟୀରେ ହେବ ଭାରତ ୱେଷ୍ଟ ଇଣ୍ଡିଜ୍ ଏକ ଦିବସୀୟ ମ୍ୟାଚ୍ । ହେଲେ ଏଥର କମିବେ ଦର୍ଶକ । ୭ ନମ୍ବର ଗ୍ୟାଲେରୀ ଏଥର ବନ୍ଦ ରହିବ । ୫୩୦୦ ଟିକଟ କଟିଲା । ସମୁଦାୟ ଟିକଟ ଥିଲା ୪୩ ହଜାର ୩୨୨ । କଟିବା ପରେ ରହିବ ୩୮ ହଜାର ଟିକଟ । ୧୯ ତାରିଖରେ ଟିମ୍ ଇଣ୍ଡିଆ ଓ ୱେଷ୍ଟ…