Browsing Tag

india-west indies 3rd odi

ତୃତୀୟ ଦିନିକିଆ ଓ ସିରିଜ୍‌ ଜିତିବା ପାଇଁ ଭାରତକୁ ଇଣ୍ଡିଜ୍‌ ଦେଲା ୩୧୬ ରନ୍‌ର ଚ୍ୟାଲେଞ୍ଜ

କଟକ (କେ ନ୍ୟୁଜ୍‌) : ବାରବାଟୀ ଲଢ଼େଇ ଖୁବ୍‌ ରୋଚକ ହେବାରେ ଲାଗିଛି । ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜ୍‌ ଦଳ କରିଛି ୫ ଓ୍ଵିକେଟ୍‌ରେ ୩୧୫ ରନ୍‌ । ଯାହା ଫଳରେ ତୃତୀୟ ତଥା ଶେଷ ମ୍ୟାଚ୍‌ ଏବଂ ଦିନିକିଆ ସିରିଜ୍‌ ଜିତିବା ପାଇଁ ଘରୋଇ ଭାରତୀୟ ଦଳ ଆଗରେ ରହିଛି…