Browsing Tag

INDIA WIN TOSS IN 4TH ODI

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ : ସଚିନ୍ ଘଣ୍ଟି ବଜାଇଲେ ଖେଳ ଆରମ୍ଭ ହେଲା

ମୁମ୍ବାଇ : ଆଜି ଚତୁର୍ଥ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଋଷଭ ପନ୍ତଙ୍କ ସ୍ଥାନରେ କେଦାର ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଜାଗାରେ ରବୀନ୍ଦ୍ର ଜାଡେଜାଙ୍କୁ ନିଆଯାଇଛି । ଖରାପ ବ୍ୟାଟିଂ ଜାରି…