Browsing Tag

India wins 4th odi by 224 run

ଚାପରେ ଦବିଗଲା ଇଣ୍ଡିଜ, ଚତୁର୍ଥ ଦିନିକିଆରେ ବିରାଟ ବାହିନୀର ବିପୁଳ ବିଜୟ

ମୁମ୍ବାଇ : ରନ୍ ପାହାଡ଼ ଚାପରେ ଦବିଗଲା ୱେଷ୍ଟଇଣ୍ଡିଜ ଦଳ । ଶୋଚନୀୟ ଭାବେ ମୁମ୍ବାଇ ବ୍ରାବର୍ଣ୍ଣ ଷ୍ଟାଡିୟମରେ ୨୨୪ ରନରେ ହାରିଗଲା । ଦ୍ବିତୀୟ ମ୍ୟାଚ୍ ‘ଟାଇ’ ରଖି ୩ୟ ମ୍ୟାଚରେ ଜିତିବା ପରେ ଭ୍ରମଣକାରୀ ଇଣ୍ଡିଜ୍ ଦଳ ଠାରୁ ଆଜି ଯେଭଳି ଖେଳ ଆଶା କରାଯାଉଥିଲା ତାର ବିପରୀତ ଦଶା ଦେଖିବାକୁ…