Browsing Tag

india women hockey team

ପେନାଲିଟ୍‌ ସୁଟ୍‌ ଆଉଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ମହିଳା ହକି ଟିମ୍‌, ଜିତିଲା ବ୍ରୋଞ୍ଜ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କମାଲ କଲା ଭାରତୀୟ ମହିଳା ହକି ଟିମ୍‌ । ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ବ୍ରୋଞ୍ଜ ମେଡାଲ୍‌ ଜିତିଛି । ସୁଟ୍‌ ଆଉଟରେ କିଓ୍ଵି ଦଳକୁ ୨-୧ରେ ହରାଇଛି ଭାରତୀୟ ମହିଳା ଟିମ୍‌ । ଫୁଲ୍‌ ଟାଇମ୍‌ ମ୍ୟାଚ୍‌ ୧-୧ରେ ବରାବର ରହିବା ପରେ ସୁଟ୍‌ ଆଉଟ୍‌ ହୋଇଥିଲା…

ଅଲିମ୍ପିକ୍‌ସରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ମହିଳା ହକି ଟିମ, ବ୍ରୋଞ୍ଜ ପାଇଁ ଭାରତ-ବ୍ରିଟେନ୍‌ ଲଢ଼େଇ

କେନ୍ୟୁଜ୍(ବ୍ୟୁରୋ):  ବ୍ରୋଞ୍ଜ ପାଇଁ ଭାରତ-ବ୍ରିଟେନ୍‌ ଲଢ଼େଇ ଆରମ୍ଭ । ଅଲିମ୍ପିକ୍‌ସରେ ଇତିହାସ ରଚିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛି ଭାରତୀୟ ମହିଳା ହକି ଟିମ । ଗ୍ରେଟ୍‌ ବ୍ରିଟେନ୍‌ ସହ ଭାରତୀୟ ମହିଳା ହକି ଟିମର ମୁକାବିଲା । ଗତକାଲି ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତି ଐତିହାସିକ ବିଜୟ…

ମହିଳା ହକି ଟିମ୍‌ର ଐତିହାସିକ ବିଜୟରେ ଖୁସି ହେଲେ ଶାହାରୁଖ ଖାନ୍‌, କହିଲେ- ସୁନା ନେଇ ଆସ

ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲମ୍ପିକ ୨୦୨୧ରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଦେଶର ଟେକ ରଖିଛନ୍ତି। ମହିଳା ହକି ଟିମ୍‌ର ଦମ୍‌ଦାର ବିଜୟ ପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତାଙ୍କର ଏହି ବିଜୟର ଶ୍ରେୟ ଲୋକମାନେ ଟିମ୍‌ର କୋଚ୍‌ ସୋର୍ଡ…

ଟୋକିଓ ଅଲିମ୍ପିକ୍ସ: ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଭାରତ

ଟୋକିଓ ଅଲିମ୍ପିକସ୍‌ରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଭାରତ। କ୍ୱାର୍ଟର ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିଲା ମୁକାବିଲା। ଭାରତ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି। 🇮🇳 HISTORY HAS BEEN…

ଟୋକିଓ ପାଇଁ ଟିକେଟ୍‌ କାଟିଲା ଭାରତୀୟ ମହିଳା ହକି ଦଳ, ଅଲିମ୍ପିିକ୍ସ ପାଇଁ ଯୋଗ୍ୟତା ଅର୍ଜନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ୨୦୨୦ ଟୋକିଓ ଅଲିମ୍ପିିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ହକି ଦଳ । ଏଠାକାର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଜି ଆମେରିକା ଠାରୁ ହାରି ଯାଇଥିଲେ ମଧ୍ୟ ଅଧିକ ପଏଣ୍ଟ ହାସଲ କରି ଭାରତୀୟ ମହିଳା ଦଳ…