Browsing Tag

Indian Army’s massive new firepower addition

ସେନାକୁ ମିଳିବ ନୂଆ ଶକ୍ତି, ସାମିଲ ହେବ କେ. ବଜ୍ର ଓ ଏମ-୭୭୭ ତୋପ

ମହାରାଷ୍ଟ୍ରର(କେନ୍ଯୁଜ୍) : ସେନାକୁ ମିଳିବ ନୂଆ ଶକ୍ତି । ସାମିଲ ହେବ କେ. ବଜ୍ର ଓ ଏମ-୭୭୭ ହୋଭିତ୍ୟଜର ତୋପ । ଏହା ସହ ଅନେକ ଉପକରଣକୁ ସେନାରେ ସାମିଲ କରାଯିବ । ଏଥିପାଇଁ ମହାରାଷ୍ଟ୍ରର ନାସିକ ଅନ୍ତର୍ଗତ ଦେବଲାଲି ତୋପଖାନା କେନ୍ଦ୍ରରେ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମର ଆୟୋଜନ କରାଯାଇଛି ।…