Browsing Tag

indian boxer mary kom

ଛଅ ଥର ବିଶ୍ୱ ଚମ୍ପିଆନ ହୋଇଥିବା ଭାରତୀୟ ବକ୍ସର ଏମ୍‌ ସି ମେରିକାମ୍‌ କହିଲେ, ଟୋକିଓ ହେବ ମୋର ଶେଷ ଅଲମ୍ପିକ

ନୂଆଦିଲ୍ଲୀ :  ଛଅ ଥର ବିଶ୍ୱ ଚମ୍ପିଆନ ହୋଇଥିବା ଭାରତୀୟ ବକ୍ସର ମେରିକାମ୍‌ ବୁଧବାର ତାଙ୍କର ଖେଲ ସମାପ୍ତି ବିଷୟରେ ଘୋଷଣା କରିଛନ୍ତି । ଟୋକିଓ ଅଲମ୍ପିକ ତାଙ୍କର ଶେଷ ଅଲମ୍ପିକ ହେବ ବୋଲ ସେ ଘୋଷଣା କରିଛନ୍ତି । ଅଲମ୍ପିକ ଚ୍ୟାନେଲ୍‌ ସହ ଏକ ସାକ୍ଷାତକାରରେ ସେ ଏପରି କହିଛନ୍ତି । ସେ…