Browsing Tag

indian businessman in dubai donates his house

ଦୁବାଇରେ ଥିବା ଭାରତୀୟ ବ୍ୟବସାୟୀ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରିଦେଲେ ଦେଶର କରୋନା ସଂକ୍ରମିତଙ୍କ ପାଇଁ

କରୋନା ରୋଗୀଙ୍କ ପାଇଁ କେବଳ ଭାରତରେ ନୁହେଁ ସବୁ ଦେଶରେ ସହଯୋଗର ହାତ ବଢ଼ୁଛି । ଦୁବାଇରେ ମଧ୍ୟ କରୋନା ସଂକ୍ରମଣ ଚିନ୍ତାର କାରଣ ହୋଇଛି । ଫଳରେ ଦୁବାଇରେ ଥିବା ଜଣେ ଭାରତୀୟ ବ୍ୟବସାୟୀ ଦେଶର କରୋନା ରୋଗୀଙ୍କ ପାଇଁ ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି । ସେ କହିଛନ୍ତି, ଯେଉଁ ଦେଶରେ…