Browsing Tag

indian cricket team

ମ୍ୟାଚ୍‌ ପୂର୍ବରୁ ପତ୍ନୀଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି ସୂର୍ଯ୍ୟକୁମାର ଯାଦବ, ନିଜେ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ଦମଦାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ୨୯ ରନରେ ୬୯ ରନ୍‌ କରି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା। ସୂର୍ଯ୍ୟକୁମାର ୨୦୨୨ ଟି-୨୦ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ମଧ୍ୟରେ ଅନ୍ୟତମ।…

ସୁରେଶ ରାଇନାଙ୍କ ଫଟୋରେ କ୍ଷୀର ଏବଂ ଦୀପ ଅର୍ପଣ କରୁଥିବାର ନଜର ଆସିଲେ ଫ୍ୟାନ୍‌, ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ଖେଳାଳି ସୁରେଶ ରାଇନା ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। କିନ୍ତୁ ତାଙ୍କ ଫ୍ୟାନ୍‌ ଫଲୋଇଂ ଏବେ ବି କମିନାହିଁ। ନିକଟରେ ସୁରେଶ ରାଇନାର ଏକ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ରାଇନାଙ୍କର ଜଣେ ଫ୍ୟାନ୍‌ ତାଙ୍କ ଫଟୋକୁ ପୂଜା…

ପ୍ରଥମ ପତ୍ନୀଙ୍କ ଅନୁମତିରେ ୬୬ ବର୍ଷରେ ବର ସାଜିବେ ଅରୁଣ ଲାଲ, ୨୮ ବର୍ଷୀୟ ଛୋଟ ବୁଲବୁଲକୁ ହେବେ ବାହା

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ତଥା ପଶ୍ଚିମବଙ୍ଗ ବର୍ତ୍ତମାନର କୋଚ ଅରୁଣ ଲାଲ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅରୁଣ ଲାଲ ମେ ୨ ତାରିଖରେ ସ୍କୁଲ ଶିକ୍ଷୟତ୍ରୀ ବୁଲବୁଲ ଶାହାଙ୍କୁ ବିବାହ କରିବେ । ୬୬ ବର୍ଷୀୟ ଅରୁଣ ଲାଲ୍‌ ୩୭ ବର୍ଷୀୟ ବୁଲବୁଲଙ୍କୁ ବିବାହ…

ବିସିସିଆଇ ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ: ଟପ୍‌ରେ ରୋହିତ, ବିରାଟ, ବୁମରା ଏବଂ ତଳକୁ ଖସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବିସିସିଆଇ ତରଫରୁ ଖେଳାଳିମାନଙ୍କର ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଜାରି ହୋଇଛି। ବିସିସିଆଇ ଚାରିଟି ଗ୍ରେଡ କରିଛି। ଯେଉଁଥିରେA+ ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଏବଂ ଏ, ବି, ସି ଖେଳାଳିଙ୍କୁ ଯଥାକ୍ରମେ ୫ କୋଟି, ୩ କୋଟି, କୋଟିଏ ଟଙ୍କା ମିଳିବ। ଏହି ତାଲିକାରେ A+ ରେ…

ଭାରତୀୟ କ୍ରିକେଟ ଟିମ ବସରୁ ଗୁଳି ଜବତ, ସୁରକ୍ଷା ଢିଲା

ଶ୍ରୀଲଙ୍କାଠାରୁ ଟିଟେ୍ଵଣ୍ଟି ସିରିଜ ଜିତିବା ପରେ ଭାରତୀୟ ଟିମ ଟେଷ୍ଟ ସିରିଜରେ ମଧ୍ୟ ସେହିଭଳି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଏହାରି ଭିତରେ ଏକ ଏଭଳି ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଫ୍ୟାନ୍ସ କାଫି ଆଶ୍ଚର୍ଯ୍ୟ ହୋଇଯିବେ । ଟିମ ଇଣ୍ଡିଆ ସବୁବେଳେ ସୁରକ୍ଷା ବଳୟରେ…

ଭାମିକାର ଭାଇରାଲ୍ ଫଟୋକୁ ନେଇ ମୁହଁ ଖୋଲିଲେ ଅନୁଷ୍କା ଶର୍ମା ଓ ବିରାଟ କୋହଲି

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେଉଛି। ରବିବାର ଦିନ ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚିଥିଲେ ଏବଂ ବିରାଟ ୫୦ କରିଥିବା ନେଇ ସେ ଖୁସି…

ବିବାଦ ମଧ୍ୟରେ ଦକ୍ଷିଣ ଆଫ୍ରିକା ପାଇଁ ଉଡ଼ାଣ ଭରିଲା ଟିମ୍ ଇଣ୍ଡିଆ, ପ୍ଲେନ୍ ଭିତରର ଫଟୋ ସେୟାର କଲା BCCI

ନୂଆ ମିଶନ ପାଇଁ ଉଡାଣ ଭରିଛି ଭାରତୀୟ କ୍ରିକେଟ ଟିମ୍। ଇଣ୍ଡିଆନ କ୍ରିକେଟ ଟିମ୍ ଗୁରୁବାର ଦିନ ଦକ୍ଷିଣ ଆଫ୍ରିକା ଗସ୍ତ କରିଛି। ଏଠାରେ ଟିମ୍ ଇଣ୍ଡିଆ ପ୍ରଥମେ ୩ ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପରେ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ ମ୍ୟାଚ୍ ଅନୁଷ୍ଠିତ ହେବ। ଟେଷ୍ଟ ସିରିଜରେ ବିରାଟ କୋହଲି…

ଶାସ୍ତ୍ରୀଙ୍କ ସ୍ଥାନ ନେବେ ରାହୁଲ ଡ୍ରାଭିଡ, ବିସିସିଆଇ ଦେଲା ଆଭାସ

ଖୁବଶୀଘ୍ର ଅଲଗା ହେବେ କୋହଲି-ଶାସ୍ତ୍ରୀ ଯୋଡ଼ି । ମୁଖ୍ୟ କୋଚ୍‌ ପଦରୁ ଯିବେ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନ ନେବେ ରାହୁଲ ଦ୍ରାବିଡ । ଏଭଳି କିଛି ଆଭାସ ଦେଇଛି ବିସିସିଆଇ । ICC ଟି-୨୦ ଓ୍ଵାର୍ଲଡ କପ୍‌ ପରେ ମୁଖ୍ୟ କୋଚ୍‌ ପଦ ଛାଡିବେ ଶାସ୍ତ୍ରୀ । ଟି-୨୦ ବିଶ୍ୱ କପ ପରେ ମୁଖ୍ୟ କୋଚ ଭାବେ…

ସିଡନୀ ହୋଟେଲ ବାହାରକୁ ଯାଇପାରିବେନି ଟିମ୍ ଇଣ୍ଡିଆ ଖେଳାଳି, ନିୟମ ପାଳନ କରିବାକୁ କହିଲା କ୍ରିକେଟ ଅଷ୍ଟ୍ରେଲିଆ

ଆସନ୍ତା ୭ ତାରିଖରୁ ସିଡନୀ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତ୍‌ତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଟିମ୍ ସୋମବାର ସିଡନୀରେ ପହଞ୍ଚିଛି। ଏହା ମଧ୍ୟରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ ବିବାଦକୁ ଦୁଇ କ୍ରିକେଟ୍ ବୋର୍ଡ ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷେ ଭାରତୀୟ…

ସୂର୍ଯ୍ଯକୁମାର ଯାଦବ ହେଲେ ନିରାଶ, ଟିମ୍ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ରଖିଲେ ନିଜର ପ୍ରତିକ୍ରିୟା

ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏପରି ଚୟନକୁ ନେଇ ନିରାଶ ହୋଇଛନ୍ତି ଆଇପିଏଲରେ କମାଲ କରିଥିବା ବ୍ଯାଟସମ୍ଯାନ ସୂର୍ଯ୍ଯକୁମାର ଯାଦବ। ଆଇପିଏଲରେ ଆକର୍ଷଣୀୟ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଏହି ଗସ୍ତରେ ସ୍ଥାନ ମିଳିନାହିଁ। ବିସିସିଆଇର ଏଭଳି…

ଭାଗ୍ୟ ବଦଳାଇଲା ଆଇପିଏଲ୍‌, ଏବେ ଟିମ୍‌ ଇଣ୍ଡିଆରେ ପ୍ରବେଶ କରିବେ ଏହି ୬ ଯୁବ ଖେଳାଳି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ ତମ ସିଜନ୍‌ ଶେଷ ହୋଇଛି। ଚଳିତ ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରଫି ହାତେଇଥିବା ବେଳେ ଫାଇନାଲରେ ଦିଲ୍ଲୀକୁ ହାରର ସାମ୍ନା କରିବାକୁ ପଡ଼ିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନୂଆ ନୂଆ ଖେଳାଳି ଆଇପିଏଲ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଚଳିତଥର ବଡ଼…

ଖେଳ ଜଗତରୁ ସନ୍ନ୍ୟାସ ନେଇପାରନ୍ତି ଧୋନୀ, ନିଜର ଅନ୍ତରଙ୍ଗ ବନ୍ଧୁକୁ ଜଣାଇଲେ ଏହି ନିଷ୍ପତ୍ତି

ମହିନ୍ଦ୍ରା ସିଂ ଧୋନୀ ଗତବର୍ଷର ୱାର୍ଲ୍ଡ କପ୍ ପରେ କ୍ରିକେଟ ଦୁନିଆରୁ ଦୁରେଇ ରହିଛନ୍ତି । ତେବେ ବର୍ତ୍ତମାନ୍ ସେ ଆଇପିଏଲ୍ ଜରିଆରେ ପୁଣିଥରେ ମଇଦାନକୁ ଆସିବା ପାଇଁ ପ୍ରସ୍ତୁତ ହେଉଥିଲେ କିନ୍ତୁ କରୋନା ଭାଇରସ୍ ଯୋଗୁଁ ଆଇପିଏଲକୁ 15 ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ୍…