Browsing Tag

indian crickets new star yashasvi

ଗୁପଚୁପ୍ ବିକାଳିରୁ ମୁମ୍ବାଇ ରଣଜୀ ଟିମ୍ : ଭାରତୀୟ କ୍ରିକେଟରେ ଆଉ ଜଣେ ପପୁ ରାୟ, ଯଶସ୍ବୀ ଜୟସବାଲ

ଭାରତୀୟ କ୍ରିକେଟରେ ଆଉ ଜଣେ ପପୁ ରାୟ । ପପୁ ନିଜ ପେଟକୁ ଗଣ୍ଡେ ଦାନା ଯୋଗାଡ଼ ପାଇଁ ବୋଲିଂ କରୁଥିଲେ । ଆଉ ଏଇ ନବୋଦିତ କ୍ରିକେଟ୍ ଜଣକ ବିକୁଥଲେ ଗୁପଚୁପ୍ । ଏବେ ସେ ହୋଇଛନ୍ତି ମୁମ୍ବାଇ ରଣଜୀ ଟ୍ରଫି ଦଳର ସଦସ୍ୟ । ନାଁଟି ତାଙ୍କର ଯଶସ୍ବୀ ଜୟସବାଲ । ନାଁ ଅନୁଯାୟୀ କମେ ବି ସେମିତି । ଗତକାଲି…