Browsing Tag

indian dog

୬୫୦୦ ଫୁଟ ଉଚ୍ଚତାରେ କୁକୁର କରୁଛି ପାରାଗ୍ଲାଇଡିଙ୍ଗ, ଭିଡିଓ ଦେଖି ଆପଣଙ୍କ ଛାତିରେ ପଶିଯିବ ଛନକା

ମଣିଷ ମାନେ ପାରା ଗ୍ଲାଇଡିଙ୍ଗ କରିବା ଦୃଶ୍ୟ ଆପଣ ମାନେ ଅନେକ ଥର ଦେଖିଥିବେ । କିନ୍ତୁ ଏକ କୁକୁର ଯେ ଏମିତି ଏକ ଦୁଃସାହସିକ କାର୍ଯ୍ୟ କରିପାରେ ତାହା ହୁଏତ ଆପଣ କେବେ ଶୁଣି ନଥିବେ କି ଦେଖିନଥିବେ । କିନ୍ତୁ ନିକଟରେ ଇନ୍ଷ୍ଟଗ୍ରାମରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣଙ୍କ…