Browsing Tag

indian farmer feed birds

୬୨ ବର୍ଷୀୟ ଏହି ବ୍ୟକ୍ତି କେବଳ ପକ୍ଷୀ ମାନଙ୍କ ପାଇଁ ହିଁ କରିଥାନ୍ତି ଚାଷ

କଣ ଆପଣ କେବେ ଶୁଣିଛନ୍ତି କି କୌଣସି କୃଷକ କେବଳ ପକ୍ଷୀମାନଙ୍କ ପାଇଁ ଫସଲ କରୁଛନ୍ତି ? ଏମିତି ଆପଣ କେବେ ବି ଶୁଣିନଥିବେ କିନ୍ତୁ ଏପରି କରିଛନ୍ତି ଜଣେ ଭାରତୀୟ କୃଷକ ଯିଏ କେବଳ ପକ୍ଷୀମାନଙ୍କ ପେଟ ଭରିବା ପାଇଁ ଫସଲ କରିଥାନ୍ତି । ଆଉ ଏହି ବ୍ୟକ୍ତି ଜଣକ ହେଉଛନ୍ତି ୬୨ ବର୍ଷୀୟ ମୁଥୁ ମୁରୁଗନ…