Browsing Tag

indian help to other countries

କରୋନା ସହାୟତା ନେଇ ହାତ ବଢ଼ାଇଲା ଭାରତ, ୨୫ରୁ ଅଧିକ ଦେଶକୁ ପଠାଇବ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା

ନୂଆଦିଲ୍ଲୀ: ୨୫ରୁ ଅଧିକ ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଇବ ଭାରତ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଦେଶକୁ କ୍ଲୋରୋକୁଇନ୍‌ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ବିଦେଶୀ ରାଷ୍ଟ୍ରକୁ ଔଷଧ ରପ୍ତାନୀ କରାଯିବ । ଏଥିରେ ପଡୋଶୀ ରାଷ୍ଟ୍ରକୁ ଅଗ୍ରାଧିକାର ଦିଆଯାଇଛି । ଆମେରିକା ଭାରତ ଠାରୁ ୪୮…