Browsing Tag

INDIAN NAVY SHIPS WILL GO TO CHINA

ଚୀନ୍‌ ଯିବେ ଭାରତୀୟ ନୌବାହିନୀ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ : ଚୀନ୍‌ ନୌସେନାର ୭୦ତମ ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହେବେ ଭାରତର ଦୁଇଟି ନୌସେନା ଜାହାଜ । ଏହି ଯୁଦ୍ଧ ଜାହାଜ ଦୁଇଟି ହେଲେ ‘କୋଲକାତା’ ଓ ‘ଶକ୍ତି’ । ଆସନ୍ତା ୨୧ରୁ ୨୬ ତାରିଖ ଯାଏ ଚୀନ୍‌ର ବନ୍ଦରରେ ଏହି ଦୁଇ ଯୁଦ୍ଧପୋତ ରହିବେ ।