Browsing Tag

indian origin company

ମାତ୍ର ୭୩ ଟଙ୍କାରେ ଦୁବାଇରେ ନିଜ କମ୍ପାନୀ ବିକ୍ରି କଲେ ଭାରତୀୟ ବଂଶଜ

ଭାରତୀୟ ବଂଶଜ ଓ ୟୁଏଇ ବାସିନ୍ଦା ବିଆର ସେଟ୍ଟୀ ନିଜ କମ୍ପାନୀ "ଫିନାବ୍ଲର ପିଏଲସି"କୁ ମାତ୍ର ଗୋଟିଏ ଡଲାର ବା ୭୩.୫୨ ଟଙ୍କାରେ ବିକି ଦେଇଛନ୍ତି । ସେଟ୍ଟୀଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାରର କରଜ ଥିବାରୁ ବାଧ୍ୟ ହୋଇ ତାଙ୍କୁ ଏମିତି ଏକ ପଦକ୍ଷେପ ନେବାକୁ ପଡିଥିବା ଜଣାଯାଇଛି । ଏହା ବାଦ…