Browsing Tag

indian origin dead body

ଭାରତୀୟ ମହିଳା ଡାକ୍ତରଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା, ସୁଟକେସରୁ ମିଳିଲା ଶବ

ଭାରତୀୟ ବଂଶୋଦ୍ଭବ ମହିଳା ଡାକ୍ତରଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା । ଏହି ୩୨ ବର୍ଷୀୟା ମହିଳା ଦାନ୍ତ ଡାକ୍ତରଙ୍କ ଶରୀର ସାରା ଛୁରୀ ଆଘାତ ରହିଛି । ତାଙ୍କର ମୃତଦେହ ଏକ ସୁଟ୍‌କେସ୍‌ରୁ ମିଳିଛି । ମହିଳା ଡାକ୍ତର ଜଣକ କିଛି ଦିନ ପୂର୍ବରୁ ସିଡନୀରୁ ରହସ୍ୟମୟ ପରିସ୍ଥିତିରେ ଗାୟବ ହୋଇ ଯାଇଥିଲେ। ଗତ…