Browsing Tag

indian players on australia trip

ଆସନ୍ତା ୭ ତାରିଖରେ ହେବ ତ ତୃତୀୟ ଟେଷ୍ଟ ! ଖେଳାଳିଙ୍କ ଆଇସୋଲେସନ ପରେ ଦେଖାଦେଇଛି ଆଶଙ୍କା…

ଆଇସୋଲେସନରେ ପାଞ୍ଚ ଭାରତୀୟ କ୍ରିକେଟର । ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାଞ୍ଚ ଖେଳାଳି ରୋହିତ ଶର୍ମା, ରୁଷଭ ପନ୍ଥ, ଶୁଭମନ୍‌ ଗିଲ୍‌, ପୃଥ୍ଵୀ ଶ ଓ ନଭଦୀପ ସାଇନିଙ୍କୁ ପୃଥକ ବାସରେ ରଖାଯାଇଛି । ଏମାନେ ସମସ୍ତେ ନୂଆବର୍ଷରେ ମେଲବୋର୍ଣ୍ଣର ଏକ ହୋଟେଲରେ ଏକାଠି ହୋଇଥିଲେ । ଭାଇରାଲ ହେଉଥିବା ଏକ…