Browsing Tag

indian players photoshoot

ଟେଷ୍ଟ ପୂର୍ବରୁ ମଜା ଆଉ ମସ୍ତିରେ ବିରାଟ ବାହିନୀର ଫଟୋ ସୁଟ୍‌, ଭିଡିଓ ଦେଖନ୍ତୁ

ଡର୍ବାନ୍‌ : ଆସନ୍ତା ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ମାଟିରେ ଘରୋଇ ଦଳ ସହ ଭାରତୀୟ ଦଳର ଟକ୍କର ହେବ । ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ତା ପୂର୍ବରୁ ଟିମ୍‌ ଇଣ୍ଡିଆ ଖେଳାଳିମାନେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଏହା ଭିତରେ ସେମାନେ ଫୁଟ୍‌ବଲ୍‌ ଆଦି ଖେଳ ଖେଳି ମନୋରଞ୍ଜନ…