Browsing Tag

indian post office

ପୋଷ୍ଟ ଅଫିସର SCSS ସ୍କିମରେ ମାତ୍ର ୧୦୦୦ ଟଙ୍କା ନିବେଶ କଲେ ମିଳିବ ୧୪ ଲକ୍ଷ ଟଙ୍କାରୁ ଅଧିକ ଲାଭ.. ଜାଣନ୍ତୁ

ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍‌ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍‌ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ…

ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ଯୋଜନାରେ ମାତ୍ର ୫୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା, କିପରି ଉଠାଇବେ ଫାଇଦା…

ଭାରତୀୟ ପୋଷ୍ଟ ଅଫିସର ଅନେକ ସ୍କିମ ରହିଛି। କୋଟି କୋଟି ଲୋକ ଏହି ପୋଷ୍ଟ ୍ରଅଫିସ ସ୍କିମରେ ନିବେଶ କରି ଭଲ ରିଟର୍ଣ୍ଣ ମଧ୍ୟ ପାଇଥାନ୍ତି। ପୋଷ୍ଟ ଅଫିସ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଏକ ବିଭାଗ ହୋଇଥିବାରୁ ଏହାକୁ ଲୋକମାନେ ଭରସା କରିଥାନ୍ତି। ପୋଷ୍ଟ ଅଫିସରେ ଟଙ୍କା ରଖିବା ରିସ୍କ ଫ୍ରି…

ପୋଷ୍ଟ ଅଫିସର GSS ରେ ମାତ୍ର କମ ଟଙ୍କା ନିବେଶ କରି ପାଇପାରିବେ ୩୫ ଲକ୍ଷ ଟଙ୍କାର ବେନିଫିଟ

ପୋଷ୍ଟ ଅଫିସର ଗ୍ରାମ ସୁରକ୍ଷା ସ୍କିମରେ ଆପଣଙ୍କୁ ମିଳିବ ବଡ ରିଟର୍ଣ୍ଣ ରାଶି। ଏଥିରେ ନିବେଶ କରିବାର ଶୁଳ୍କ ମଧ୍ୟ ରହିଛି ଅତିକମ୍‌। ଆପଣ ଚାହିଁଲେ ଅତି ସହଜରେ ଏହି ସ୍କିମର ଫାଇଦା ଉଠାଇ ପାରିବେ। ଏମିତିରେ ଆପଣଙ୍କୁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୁରା ୩୫ ଲକ୍ଷ ଟଙ୍କା ମିଳିବ। ପୋଷ୍ଟ…

ଅପ୍ରେଲରୁ ଖାତାଧାରକଙ୍କ ଏହି ସବୁ ଆକାଉଣ୍ଟରେ ମିଳିବନି ନଗଦ ସୁଧ: ପୋଷ୍ଟ ଅଫିସ

୧ ଅପ୍ରେଲରୁ ପୋଷ୍ଟ ଅଫିସର କିଛି ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ତାରିଖରୁ ବରିଷ୍ଠ ନାଗରିକଙ୍କ ବଚତ ଯୋଜନା ମାସିକ ଆୟ ଯୋଜନା ଏବଂ ଟର୍ମ ଡିପୋଜିଟ ଖାତାରେ ନଗଦରେ ସୁଧ ମିଳିବା ବନ୍ଦ କରାଯିବ। ସୁଧର ଭୁଗତାନ ପୋଷ୍ଟ ଅଫିସ ବଚତ ଖାତା କିମ୍ବା ଚେକ ମାଧ୍ୟମରେ କରାଯିବ। ପୋଷ୍ଟ…

ପୋଷ୍ଟ ଅଫିସର ଏହି ସ୍କିମରୁ ଉଠାନ୍ତୁ ଜବରଦସ୍ତ ଫାଇଦା, ମିଳିବ ୪୧ ଲକ୍ଷ ଟଙ୍କା

ସାଧାରଣତଃ ମିଡ଼ିଲ କ୍ଲାସ ଫ୍ୟାମିଲିରେ ପୋଷ୍ଟ ଅଫିସ ସ୍କିମକୁ ବେଶି ପସନ୍ଦ କରାଯାଏ। ଏହା ପଛରେ ଏକ ଭ୍ୟାଲିଡ କାରଣ ମଧ୍ୟ ରହିଛି। ପୋଷ୍ଟ ଅଫିସ ସ୍କିମରେ ହାଇ ରିଟର୍ଣ୍ଣ ସହିତ ଟଙ୍କାର ସେଫ୍ଟିକୁ ମଧ୍ୟ ଧ୍ୟାନ ଦିଆଯାଏ। ତେଣୁ ଅଧିକାଂଶ ଲୋକ ଏହା ଉପରେ ଭରସା କରି ଟଙ୍କା ରଖିଥାନ୍ତି। ଏମିତିରେ…

ପୋଷ୍ଟ ଅଫିସ ଦେଉଛି ସୁବର୍ଣ୍ଣ ସୁଯୋଗ, ମାତ୍ର ୫ହଜାର ଟଙ୍କା ବିନିମୟରେ ପାଆନ୍ତୁ ଲକ୍ଷାଧିକ ଟଙ୍କା

ଯଦି ଆପଣ ମୋଟା ଅଙ୍କର ଅର୍ଥ ଏକାସାଙ୍ଗରେ କମାଇବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ ଦେବ ଆପଣଙ୍କୁ ଏହି ସୁବର୍ଣ୍ଣ ସୁଯୋଗ । ଏବେ ଆପଣ ପୋଷ୍ଟ ଅଫିସ ଦ୍ୱାରା ପାଇ ପାରିବେ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ । ଆଉ ଖାସ କଥା ହେଉଛି ଏଥିପାଇଁ ଆପଣଙ୍କୁ କେବଳ ମାତ୍ର ୫ହଜାର ଟଙ୍କା ଖର୍ଚ୍ଚ…

ପୋଷ୍ଟ ଅଫିସରେ କେମିତି କରିବେ ପାସପୋର୍ଟ ଆବେଦନ, ଜାଣନ୍ତୁ ଷ୍ଟେପ

ପାସପୋର୍ଟ ଏକ ଜରୁରୀ ଦସ୍ତାବିଜ, ଯାହାର ବ୍ୟବହାର ଆପଣ ଖୁବ ଭଲ ଭାବେ ଜାଣିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ପ୍ରମୁଖ, ଯାହା ବିଦେଶ ଯାତ୍ରା ସମୟରେ ଦରକାର ପଡ଼ିଥାଏ। ଅନ୍ତରାଷ୍ଟ୍ରୀୟ ଯାତ୍ରା କରିବା ପାଇଁ ହେଲେ ଆପଣଙ୍କୁ…

ଆଲର୍ଟ! ପୋଷ୍ଟ ଅଫିସ୍‌ରେ ଅଛି ଆକାଉଣ୍ଟ ତ ଧ୍ୟାନ ଦିଅନ୍ତୁ, ଟଙ୍କା ଉଠାଣ ଉପରେ ଲାଗିପାରେ ଟ୍ୟାକ୍ସ, ଜାଣନ୍ତୁ ନିୟମ

ପୋଷ୍ଟ ଅଫିସ୍‌ରେ ଏବେ ଟଙ୍କା ଉଠାଣକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି। ଏହା ଅଧୀନରେ ଏକ ବିତ୍ତୀୟ ବର୍ଷରେ ଗୋଟିଏ ଲିମିଟ୍‌ରୁ ଅଧିକ ଟଙ୍କା ଉଠାଣ ଉପରେ TDS କାଟି ନିଆଯିବ। ଯଦି କୌଣସି ବିତ୍ତୀୟ ବର୍ଷରେ ପୋଷ୍ଟ ଅଫିସ୍‌ ସ୍କିମ୍‌ରୁ ଉଠାଣର ମୋଟ ଅର୍ଥରାଶି ୨୦ ଲକ୍ଷ ପାର୍‌ କରୁଛି, ତ ଏହି…

ପୋଷ୍ଟ ଅଫିସ୍ ରେ କିପରି ଆକ୍ଟିଭ୍ କରିବେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ଜାଣନ୍ତୁ ତରିକା

ଇଣ୍ଡିଆ ପୋଷ୍ଟ, ପୋଷ୍ଟ ଅଫିସ୍ ସେଭିଂ ବ୍ୟାଙ୍କ (POSB) ଖାତାଧାରକଙ୍କ ପାଇଁ ଇଣ୍ଟରନେଟ୍ ବ୍ୟାକିଂ ସୁବିଧା ଯୋଗାଇଥାଏ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାଇଁ ଗ୍ରାହକଙ୍କ ପାଖରେ ବୈଧ ସକ୍ରିୟ ଏକକ କିମ୍ବା ଜଏଣ୍ଟ ସଂଯୁକ୍ତ ସଞ୍ଚୟ ଖାତା ରହିବା ଉଚିତ୍। ଗ୍ରାହକମାନେ ମଧ୍ୟ…

ବିଦ୍ୟୁତ ବିଲ ପୈଠଠୁ ଆରମ୍ଭ କରି ପାସପୋର୍ଟ ତିଆରି, ଏଣିକି ସବୁ ହେବ ଡାକଘରେ, ଆରମ୍ଭ ହେଲା ୭୩ ନୂଆ ସେବା

କରୋନା ମହାମାରୀ ସମୟରେ ଲୋକଙ୍କୁ ବଢିଆ ସୁବିଧା ଦେବା ଲକ୍ଷରେ ଭାରତୀୟ ଡାକଘର ୭୩ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହି ସୁବିଧାଗୁଡିକ ଭିତରେ ବିଦ୍ୟୁତ ବିଲ ପୈଠ, ପାସପୋର୍ଟ, ବୃଦ୍ଧା ପେନସନ, ବିଧବା ପେନସନ, ବୀମା ଭଳି ଗୁରୁତ୍ୱପୂର୍ଣ୍ଣ କାମ ରହିଛି। ଏହି କାମଗୁଡିକ ପାଇଁ…

ପୋଷ୍ଟ ଅଫିସ କର୍ମଚାରୀଙ୍କ ପାଇଁ ସରକାରଙ୍କ ଘୋଷଣା, କରୋନା ସଂକ୍ରମଣ ଜନିତ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

କେନ୍ଦ୍ର ସରକାର ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଖାସ ଉପହାର ଦେଇଛନ୍ତି। ଡାକ ଘରେ କାମ କରୁଥିବା କର୍ମଚାରୀଙ୍କୁ ସରକାରଙ୍କ ଭେଟି। କେନ୍ଦ୍ର ସରକାର କୋଭିଡ-୧୯ ସଂକ୍ରମଣ କାରଣରୁ ଯଦି କୌଣସି ପୋଷ୍ଟ ଅଫିସ କର୍ମଚାରୀଙ୍କ ମୃତ୍ୟୁ ହେଉଛି ତେବେ ତାଙ୍କୁ ସରକାର ୧୦ ଲକ୍ଷ ଟଙ୍କା ସହାୟତା ଦେବାପାଇଁ…

ପୋଷ୍ଟ ଅଫିସର ଏହି ସ୍କିମ୍ ମାଧ୍ୟମରେ ଆପଣ ପ୍ରତି ମାସରେ ରୋଜଗାର କରିପାରିବେ ୫୦୦୦ ଟଙ୍କା, ଜାଣନ୍ତୁ କେମିତି

ସବୁ ଲୋକଙ୍କ ଇଚ୍ଛା ଥାଏ ଯେ ପରିଣତ ବୟସରେ ତାଙ୍କ ନିକଟରେ ପ୍ରଚୁର ଅର୍ଥ ଥାଉ। ଏକ ନିର୍ଦ୍ଦିଷ୍ଟ ଅର୍ଥ ସବୁ ବେଳେ ତାଙ୍କ ନିକଟକୁ ଆସୁ ବୋଲି ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଲୋକଙ୍କ ଏହି ଇଚ୍ଛାକୁ ସମ୍ମାନ ଜଣାଇ ଭାରତୀୟ ଡାକ ବିଭାଗ ମାସିକ ଆୟ ପାଇଁ ଏକ ସ୍କିମ ଆଣିଛି। ଏହି ସ୍କିମର ନାଁ…