Browsing Tag

indian protest

ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ଆଗରେ ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆମେରିକାରେ ବିକ୍ଷୋଭ । ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ଆଗରେ ପ୍ରବାସୀ ଭାରତୀୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆତଙ୍କବାଦକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବାରୁ ସେମାନେ ଏହାର ତୀବ୍ର ନିନ୍ଦା କରିଛନ୍ତି । ଏଥିସହ ପାକ ବିରୋଧରେ ଦୃଢ଼…