Browsing Tag

indian rice

ଦୀର୍ଘ ୩୦ ବର୍ଷ ପରେ ଭାରତରୁ ଚାଉଳ କିଣିବ ଚୀନ୍, ୧ ଲକ୍ଷ ଟନ୍ ଆମଦାନୀ କରିବାକୁ ଦେଖାଇଛି ଆଗ୍ରହ

ଭାରତ ଓ ଚୀନ ମଧ୍ୟରେ ଏବେ ସମ୍ପର୍କ ତିକ୍ତ ରହିଛି। ଲଦାଖର ଗଲୱାନ ଘାଟିରେ ଗତ ଜୁନ ୧୪ରେ ହୋଇଥିବା ରକ୍ତ ସଂଘର୍ଷ ପରେ ସମ୍ପର୍କ ଆହୁରି ଖରାପ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ଭାରତୀୟମାନେ ଚାଇନା ମାଲ ବ୍ୟାନ କରିବାକୁ ଡାକରା ଦେଇଛନ୍ତି। ତେବେ ଏଭଳି ଉଦବେଗଜନକ ସ୍ଥିତିରେ ପ୍ରଥମ ଥର…